କୃଷ୍ଣପ୍ରସାଦ ବ୍ରହ୍ମପୁର ପଞ୍ଚାୟତ ଖିରିସାହି ଗାଁ କଣ୍ଟେନମେଣ୍ଟ୍ ଘୋଷଣା : ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କଲା ପ୍ରଶାସନ

51

କନକ ବ୍ୟୁରୋ : କୃଷ୍ଣପ୍ରସାଦ ବ୍ରହ୍ମପୁର ପଞ୍ଚାୟତ ଖିରିସାହି ଗାଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଉକ୍ତ ଗାଁରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳୀନ ସେବା ଉପଲବ୍ଧ ହେବ । କଣ୍ଟେନମେଣ୍ଟ ନେଇ କୃଷ୍ଣପ୍ରସାଦ ବ୍ଲକ୍ ବିଡିଓଙ୍କ ସୂଚନା ।