କନକ ବ୍ୟୁରୋ: ଆଜି ଖଣ୍ଡଗିରି ଯାତ୍ରା ଯୁଦ୍ଧର ଶେଷ ରାତି । ଇଷ୍ଟର୍ଣ୍ଣ ବ୍ଲୁ, କଳିଙ୍ଗ ଓ ତୁଳସୀଙ୍କ ମଧ୍ୟରେ ଚାଲିଛି ଜୋରଦାର ମୁକାବିଲା । ଆଉ ସମସ୍ତଙ୍କ ଆର୍କଷଣ ପାଲଟିଛନ୍ତି ବଲିଉଡର ବ୍ୟାଡ ବୟ ଶକ୍ତି କାପୁର । ଆଉ ତାଙ୍କୁ ଟକ୍କର ଦେଉଛନ୍ତି ଛାତିଥରା ବେଙ୍ଗଲି ଡାଇଲଗରେ ଭିକୁ ସେଠ, ଆରପଟେ ତୁଳସୀ ପେଣ୍ଡାଲରେ ଜବରଦସ୍ତ ଷ୍ଟଣ୍ଡ ବି ଦେଖିବାକୁ ମିଳୁଛି ।
ଆଜି ଖଣ୍ଡଗିରି ଯାତ୍ରାଯୁଦ୍ଧର ଶେଷ ରାତି ! ଇଷ୍ଟର୍ଣ୍ଣ ବ୍ଲୁ, କଳିଙ୍ଗ ଓ ତୁଳସୀଙ୍କ ମଧ୍ୟରେ ଜୋରଦାର ଲଢେଇ
/kanak/media/post_attachments/wp-content/uploads/2017/02/vlcsnap-2017-02-16-12h30m12s951.png)