କନକ ବ୍ୟୁରୋ: ପ୍ରଚାର ସମୟରେ ବିଧାୟିକାଙ୍କୁ ବିରୋଧ । ପାଣି ସମସ୍ୟା ନେଇ ଗରା, ବାଲଟି ଧରି ଗ୍ରାମବାସୀଙ୍କ ପ୍ରତିବାଦ । ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ ଶୁକ୍ରବାର ଭଟକୁମରଡା ଗାଁକୁ ପ୍ରଚାର ପାଇଁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ୫ ବର୍ଷ ହେଲା ଲୋକମାନେ ସମସ୍ୟା ଘେରରେ ରହିଥିବା ବେଳେ କୁଆଡେ ଯାଇଥିଲ ବୋଲି ବିଧାୟକଙ୍କୁ ପ୍ରଶ୍ନ କରାଯାଇଛି । ଏହା ପୂର୍ବରୁ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଖଲ୍ଲିକୋଟର ବଣିଆ ଓ କାଞ୍ଚନାରେ ମଧ୍ୟ ବିରୋଧ ପ୍ରର୍ଦଶନ କରାଯାଇଥିଲା ।
ପ୍ରଚାର ବେଳେ ନେତାଙ୍କୁ ଘେରିଲେ ଜନତା । ପାଣି ସମସ୍ୟା ନେଇ ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ଅଟକାଇଲେ ଲୋକ ।
/kanak/media/post_attachments/wp-content/uploads/2024/05/14-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)