ଗିରଫ ହେଲେ ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ । ପୁଅ ପାଇଁ କରିଥାନ୍ତେ ଆମରଣ ଅନଶନ ।

Advertisment
ଗିରଫ ହେଲେ ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ । ପୁଅ ପାଇଁ କରିଥାନ୍ତେ ଆମରଣ ଅନଶନ ।

କନକ ବ୍ୟୁରୋ:  ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ଙ୍କୁ ଗିରଫ କଲା ପୋଲିସ । ତାଙ୍କ ସହ ଅମୃତପାଲଙ୍କ ୩ ସମ୍ପର୍କୀୟଙ୍କ ମଧ୍ୟ ଗିରଫ କରିଛି ପୋଲିସ । ପୁଅ ଅମୃତପାଲକୁ ଆସାମ ଦିବ୍ରୁଗଡ ଜେଲରୁ ପଞ୍ଜାବ ଜେଲକୁ ସ୍ଥାନାନ୍ତର କରିବା ଦାବିରେ ଅମୃତପାଲଙ୍କ ମା’ ବଲବିନ୍ଦର କୌର ଆସନ୍ତା କାଲିଠାରୁ ‘ଚେତନା ମାର୍ଚ୍ଚ’ ନାଁରେ ରାଲି ବାହାର କରିବା ସହ ଆମରଣ ଅନଶନ ଆରମ୍ଭ କରିଥାନ୍ତେ । ହେଲେ ତା ପୂର୍ବରୁ ତାଙ୍କୁ ଆଜି ଗିରଫ କରାଯାଇଛି । ଅମୃତପାଲଙ୍କୁ ୨୦୨୩ ଏପ୍ରିଲ ୨୩ରୁ ଗିରଫ କରାଯାଇ ଆସାମ ଜେଲରେ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe