ଭୋଟରଙ୍କୁ ବିଧାୟିକା ପ୍ରାର୍ଥୀଙ୍କ ବଡ ପ୍ରତିଶ୍ରୁତି । କହିଲେ, ବିଧାୟିକା ହେଲେ ଘରେ ଘରେ ପହଞ୍ଚିବ ସବୁ ସୁବିଧା , ଯୋଜନା ।

ଭୋଟରଙ୍କୁ ବିଧାୟିକା ପ୍ରାର୍ଥୀଙ୍କ ବଡ ପ୍ରତିଶ୍ରୁତି । କହିଲେ, ବିଧାୟିକା ହେଲେ ଘରେ ଘରେ ପହଞ୍ଚିବ ସବୁ ସୁବିଧା , ଯୋଜନା ।

କନକ ବ୍ୟୁରୋ: ବିଧାୟିକା ହେଲେ ସବୁ ଦରମା ଦାନ କରିବେ । ପ୍ରଚାର ସମୟରେ ଏହି କଥା କହିଛନ୍ତି ସୋର ବିଧାୟିକା ପ୍ରାର୍ଥୀ ସୁବାସିନୀ ପ୍ରାର୍ଥୀ । ଖଇରା ବ୍ଲକ ଧୁବାଗଡିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହିତ ବିଜେଡି ସମର୍ଥନରେ ଥିବା ନେତା ଓ କର୍ମୀଙ୍କୁ ସାକ୍ଷାତ କରିଥିଲେ । ସୁବାସିନୀ ଜଣେ ମହିଳା ହୋଇଥିବାରୁ ଖଇରା ବ୍ଳକର ସବୁ ମହିଳା ମାନେ ତାଙ୍କୁ ସମର୍ଥନ କରିବାଲାଗି ତତ୍ପର ରହିଛନ୍ତି । ସେହିଭଳି ଆଗାମୀ ଦିନରେ ସୁବାସିନୀ ଅଧିକ ମାତ୍ରାରେ ଭୋଟ୍ ଜିତିଲେ ଅନେକ ଲୋକାଭିମୂଖୀ କାର୍ଯ୍ୟ କରିବାକୁ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe