କେରଳ ସରକାରଙ୍କ ନୂଆ କଟକଣା, ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ।

କେରଳ ସରକାରଙ୍କ ନୂଆ କଟକଣା, ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ।

କନକ ବ୍ୟୁରୋ: କେରଳ ସରକାରଙ୍କ ନୂଆ କଟକଣା । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ । ରାଜ୍ୟରେ ଦିନକୁ ଦିନ ମଦପାନ ଜନିତ ଦୁର୍ଘଟଣା ଓ ଅପରାଧ ବୃଦ୍ଧିକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ପି,ବିଜୟନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।

ଏଥିସହ ରାଜ୍ୟରେ କିଭଳି ସୁରକ୍ଷିତ ଯାନବାହନ ଚଳାଚଳ ହେବ, ନିୟମ ଉଲ୍ଲଂଘନକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବ ତା ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବାଇକ ଓ କାରଷ୍ଟଣ୍ଟ ରୋକିବାକୁ ସାଇବର ପାଟ୍ରୋଲିଂକୁ ଅଧିକରୁ ଅଧିକ ମଜବୁତ କରିବା ଉପରେ ଫୋକସ କରିଛନ୍ତି କେରଳ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe