କିଏ ମାରିବ କେନ୍ଦୁଝରରେ ବାଜୀ? ମତ ଦେଇ ନେତା ବାଛିବେ ଜନତା

208

‘କେନ୍ଦୁଝର’ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: ତେଲକୋଇ,ଘସିପୁରା,ଆନନ୍ଦପୁର,ପାଟଣା,କେନ୍ଦୁଝର,ଚମ୍ପୁଆ ଏବଂ କରଞ୍ଜିଆ ।

କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୪୬ ହଜାର ୬୮୩
– ମତ ଦେଇଥିଲେ – ୧୦ ଲକ୍ଷ ୮୪ ହଜାର ୫୭୧
– ଭୋଟଦାନ ହାର – ୮୦.୫୪%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ସକୁନ୍ତଳା ଲାଗୁରୀ ବିଜେଡି ୪,୩୪,୪୭୧ ୪୦.୦୯% ବିଜୟୀ
ମାଧବ ସର୍ଦାର କଂଗ୍ରେସ ୧,୯୦,୫୩୧ ୧୭.୫୮% ପରାସ୍ତ
ଅନନ୍ତ ନାୟକ ବିଜେପି ୨,୭୭,୧୫୪ ୨୫.୫୭% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଶକୁନ୍ତଳା ଲାଗୁରୀ ନିର୍ବାଚନ ଜିତିଥିଲେ
– ୪ ଲକ୍ଷ ୩୪ ହଜାର ୪୭୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପରାସ୍ତ କରିଥିଲେ
– ୧ ଲକ୍ଷ ୫୭ ହଜାର ୩୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଚନ୍ଦ୍ରାଣୀ ମୁର୍ମୁ
କଂଗ୍ରେସ: ମୋହନ ହେମ୍ବ୍ରମ
ବିଜେପି: ଅନନ୍ତ ନାୟକ

୨୦୧୯–ବିଜେଡି: ଚନ୍ଦ୍ରାଣୀ ମୁର୍ମୁ

– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
– ବିଟେକ୍ ଛାତ୍ରୀରୁ ରାଜନୀତି
– ଯୁବ ନେତ୍ରୀ
– ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ

୨୦୧୯– କଂଗ୍ରେସ: ମୋହନ ହେମ୍ବ୍ରମ

– ପ୍ରଥମଥର ସାଂସଦ ପ୍ରାର୍ଥୀ
– ତେଲକୋଇରୁ ପରାଜିତ ( ବିଧାନସଭା ପ୍ରାର୍ଥୀ )
– ୨୦୧୯ ପାଇଁ ପ୍ରଥମେ ବିଧାୟକ ପ୍ରାର୍ଥୀ ହୋଇଥିଲେ
– ଶେଷ ମୁହୂର୍ତରେ ଲୋକସଭା ଟିକେଟ୍ ମିଳିଲା

୨୦୧୯–ବିଜେପି: ଅନନ୍ତ ନାୟକ

– ଚାକିରିରୁ ରାଜନୀତି
– ପୂର୍ବତନ ସାଂସଦ (୧୯୯୯ ଏବଂ ୨୦୦୪)
– ୨ଥର ପରାଜିତ ( ୨୦୦୯ ଏବଂ ୨୦୧୪)

ନିର୍ବାଚନ ମଣ୍ଡଳୀ ତଥ୍ୟ

– ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେଉଁଝର, ଚମ୍ପୁଆ ଏବଂ କରଂଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ କେଉଁଝର ଲୋକସଭା କ୍ଷେତ୍ର
– ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେଉଁଝର ଏବଂ କରଂଜିଆ ବିଜେଡି ଦଖଲରେ ।
– ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲରେ ରହିଛି
– ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ୩ଥର ସାଂସଦ
– କଂଗ୍ରେସରୁ ହରିହର ସୋରେନ୍ ୨ଥର ସାଂସଦ
– ବିଜେପିରୁ ଅନନ୍ତ ନାୟକ ୨ଥର ସାଂସଦ

Comments are closed.