'କେନ୍ଦୁଝର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: ତେଲକୋଇ,ଘସିପୁରା,ଆନନ୍ଦପୁର,ପାଟଣା,କେନ୍ଦୁଝର,ଚମ୍ପୁଆ ଏବଂ କରଞ୍ଜିଆ ।
କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୪୬ ହଜାର ୬୮୩
- ମତ ଦେଇଥିଲେ – ୧୦ ଲକ୍ଷ ୮୪ ହଜାର ୫୭୧
- ଭୋଟଦାନ ହାର – ୮୦.୫୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସକୁନ୍ତଳା ଲାଗୁରୀ ବିଜେଡି ୪,୩୪,୪୭୧ ୪୦.୦୯% ବିଜୟୀ
ମାଧବ ସର୍ଦାର କଂଗ୍ରେସ ୧,୯୦,୫୩୧ ୧୭.୫୮% ପରାସ୍ତ
ଅନନ୍ତ ନାୟକ ବିଜେପି ୨,୭୭,୧୫୪ ୨୫.୫୭% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଶକୁନ୍ତଳା ଲାଗୁରୀ ନିର୍ବାଚନ ଜିତିଥିଲେ
- ୪ ଲକ୍ଷ ୩୪ ହଜାର ୪୭୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୫୭ ହଜାର ୩୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ଚନ୍ଦ୍ରାଣୀ ମୁର୍ମୁ
କଂଗ୍ରେସ: ମୋହନ ହେମ୍ବ୍ରମ
ବିଜେପି: ଅନନ୍ତ ନାୟକ
୨୦୧୯--ବିଜେଡି: ଚନ୍ଦ୍ରାଣୀ ମୁର୍ମୁ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ବିଟେକ୍ ଛାତ୍ରୀରୁ ରାଜନୀତି
- ଯୁବ ନେତ୍ରୀ
- ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ
୨୦୧୯-- କଂଗ୍ରେସ: ମୋହନ ହେମ୍ବ୍ରମ
- ପ୍ରଥମଥର ସାଂସଦ ପ୍ରାର୍ଥୀ
- ତେଲକୋଇରୁ ପରାଜିତ ( ବିଧାନସଭା ପ୍ରାର୍ଥୀ )
- ୨୦୧୯ ପାଇଁ ପ୍ରଥମେ ବିଧାୟକ ପ୍ରାର୍ଥୀ ହୋଇଥିଲେ
- ଶେଷ ମୁହୂର୍ତରେ ଲୋକସଭା ଟିକେଟ୍ ମିଳିଲା
୨୦୧୯--ବିଜେପି: ଅନନ୍ତ ନାୟକ
- ଚାକିରିରୁ ରାଜନୀତି
- ପୂର୍ବତନ ସାଂସଦ (୧୯୯୯ ଏବଂ ୨୦୦୪)
- ୨ଥର ପରାଜିତ ( ୨୦୦୯ ଏବଂ ୨୦୧୪)
ନିର୍ବାଚନ ମଣ୍ଡଳୀ ତଥ୍ୟ
- ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେଉଁଝର, ଚମ୍ପୁଆ ଏବଂ କରଂଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ କେଉଁଝର ଲୋକସଭା କ୍ଷେତ୍ର
- ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେଉଁଝର ଏବଂ କରଂଜିଆ ବିଜେଡି ଦଖଲରେ ।
- ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲରେ ରହିଛି
- ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ୩ଥର ସାଂସଦ
- କଂଗ୍ରେସରୁ ହରିହର ସୋରେନ୍ ୨ଥର ସାଂସଦ
- ବିଜେପିରୁ ଅନନ୍ତ ନାୟକ ୨ଥର ସାଂସଦ