କେନ୍ଦୁଝର ଜିଲ୍ଲା ନାଇବୁଗା ଗାଁରେ ଅଘଟଣ : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର

କେନ୍ଦୁଝର ଜିଲ୍ଲା ନାଇବୁଗା ଗାଁରେ ଅଘଟଣ : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର

କେନ୍ଦୁଝର : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର । ଘର ଅଗଣାରୁ ଛାମ୍ପି ନେଇ କୁକୁର କାମୁଡି ଦେଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନାଇବୁଗା ଗାଁରେ । ଶିଶୁଟିକୁ ଘର ଅଗଣାରେ ଶୁଆଇ ମା’ କାମ କରୁଥିବା ବେଳେ କୁକୁର କାମୁଡିଛି ।

ତେବେ ଗୁରୁରତ ଶିବନା ମୁଣ୍ଡାକୁ ପ୍ରଥମେ ଝୁମ୍ପୁରା ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଏବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ବୁଲା କୁକୁରଙ୍କ ଉତ୍ପାତ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe