କେନ୍ଦୁଝର : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର । ଘର ଅଗଣାରୁ ଛାମ୍ପି ନେଇ କୁକୁର କାମୁଡି ଦେଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନାଇବୁଗା ଗାଁରେ । ଶିଶୁଟିକୁ ଘର ଅଗଣାରେ ଶୁଆଇ ମା’ କାମ କରୁଥିବା ବେଳେ କୁକୁର କାମୁଡିଛି ।
ତେବେ ଗୁରୁରତ ଶିବନା ମୁଣ୍ଡାକୁ ପ୍ରଥମେ ଝୁମ୍ପୁରା ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଏବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ବୁଲା କୁକୁରଙ୍କ ଉତ୍ପାତ ଜାରି ରହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-15-12h17m20s932.png)