କେନ୍ଦୁଝର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବାର ଅଭିଯୋଗ ଆସିଛି । ଘଟଣାଟି ଘଟିଛି ଏକ କେନ୍ଦୁଝର ଜିଲ୍ଳାର ଝୁମ୍ଫୁରା ଥାନାର ଟୋଲକବାହାଲ ଗ୍ରାମରେ । ଗଛରେ ଝୁଲୁଥିବା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି ।
ସକାଳୁ ଜଂଗଲରେ ଝିଅଟିର ମୃତ ଦେହ ଝୁଲୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ସାଇନଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-15-17h12m15s459.png)