କନକ ବ୍ୟୁରୋ : କେନିଆରେ ଭୟଙ୍କର ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଜନଗହଳି ପୂର୍ଣ୍ଣ ବଜାରରେ ମାଡିଗଲା ଟ୍ରକ୍ । ଭୟଙ୍କର ଦୁର୍ଘଟଣାରେ ବହୁ କାର ଓ ବାଇକ ଚୁରମାର ହୋଇଛି । ଏହି ଦୁର୍ଘଟଣାରେ ଏକାଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି ।