କେନ୍ଦୁଝର : ଖଣି ଶୋଷୁଛି ପାଣି । ପୁଣି ବର୍ଷେ ନୁହେଁ କି ୨ବର୍ଷ ନୁହଁ ୨୦ ବର୍ଷ ହେବ ବେଆଇନ ଭାବେ ଟ୍ୟାଙ୍କର ଯୋଗେ ଖଣିକୁ ପାଣି ଚାଲାଣ ହେଉଛି । ଏଣେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏପରି ଏକ ଗାଁ ହେଉଛି କେନ୍ଦୁଝର ଜିଲ୍ଲାର ଜଲହରୀ ଗାଁ । ଦେଖିବା କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ -
ଖଣି ଶୋଷୁଛି ପାଣି : ବର୍ଷେ ନୁହେଁ କି ୨ବର୍ଷ ନୁହଁ, ୨୦ ବର୍ଷ ହେବ ଖଣିକୁ ହେଉଛି ବେଆଇନ୍ ପାଣି ଯୋଗାଣ
/kanak/media/post_attachments/wp-content/uploads/2016/12/1-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)