ଅରବିନ୍ଦ କେଜ୍ରିୱାଲଙ୍କ ଚେତାବନୀ ! କହିଲେ, ନିର୍ବାଚନ ହାରିଲେ ଆନ୍ଦୋଳନ କରିବ ଆପ୍

Advertisment
ଅରବିନ୍ଦ କେଜ୍ରିୱାଲଙ୍କ ଚେତାବନୀ ! କହିଲେ, ନିର୍ବାଚନ ହାରିଲେ ଆନ୍ଦୋଳନ କରିବ ଆପ୍

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ନିର୍ବାଚନ ହାରିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତାକାଲି ଫଳାଫଳ ପ୍ରକାଶ ପାଉଥିବା ବେଳେ ଆନ୍ଦୋଳନ ପାଇଁ ଆପ୍ ପ୍ରସ୍ତୁତି କରୁଛି । ତେବେ ଇଭିଏମରେ ଗଡବଡ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆଣୁଥିବା କେଜ୍ରିୱାଲ ନିର୍ବାଚନ ଆନ୍ଦୋଳନକୁ ଓହ୍ଲାଇବା ନେଇ ସୂଚନା ମିଳିଛି । ଏକଜିଟ୍ ପୋଲ ରିପୋର୍ଟ କହୁଛି ଏମସିଡି ନିର୍ବାଚନ ଜିତୁଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe