ଆରମ୍ଭହୋଇସାରିଛିକୋନବନେଗାକୋରଡପତିରନବମସଂସ୍କରଣନୂଆନିୟମନୂଆପ୍ରତିଯୋଗୀଙ୍କୁନେଇଆରମ୍ଭହୋଇଛିଏହିଲୋକପ୍ରିୟସୋ’  । ଅମିତାଭବଚ୍ଚନହୋଷ୍ଟକରୁଥିବାଏହିଟେଲିସୋଦର୍ଶକମହଲରେଏବେଜବରଦସ୍ତକ୍ରେଜବିଗବିଙ୍କୁଛୋଟପରଦାରେଦେଖିଦର୍ଶକବିବେଶଉତ୍ସାହିତଟେଲିପରଦାରେଦମଦେଖାଉଛନ୍ତିବିଗବିଟେଲିଭିଜନରେପ୍ରସାରିତହେଉଥିବାବାକିସୋଉପରେଭାରିପଡିଛିବିଗବିଙ୍କଏହିବିଗସୋଏସବୁଭିତରେଏହିସୋଏବେରେକର୍ଡକରିଛିଚଳିତସିଜିନରେଏହିସୋମାତ୍ରଅଳ୍ପକିଛିଏପିସୋଡପ୍ରସାରଣହେଇଥିବାବେଳେଏବେଟିଆରପିରେଟିଂରେସର୍ବୋଚ୍ଚସ୍ଥାନଅଧିକାରକରିଛିକେବିସିନବମସଂସ୍କରଣର୧୦ମଏପିସୋଡକେବିସିକୁଟାଗେର୍ଟରେଟିଂପଏଣ୍ଟବାଟିଆରପିରେଟପରେପହଞ୍ଚାଇଛି

Advertisment

anand-kumar-in-KBCଶୁକ୍ରବାରଏହିଏପିସୋଡରେପ୍ରସାରିତସ୍ପେଶାଲ୍ସେଗମେଂଟ୍ନଇଚାହନଇରାହରେପ୍ରତିଯୋଗୀଥିଲେସୁପର୩୦ରଫାଉଣ୍ଡର୍ଆନନ୍ଦକୁମାରତେବେଆନନ୍ଦଆସିବାପରେଖାସ୍ବନିଯାଇଥିଲାଏହିସୋ’ । ଦେଶରପ୍ରଖ୍ୟାତଗଚ୍ଚିତଜ୍ଞଅନନ୍ଦକୁମାରଙ୍କୁନେଇପୂର୍ବରୁଅନେକଚର୍ଚ୍ଚାହୋଇଛି ।  କାରଣବିଗତ୧୫ବର୍ଷମଧ୍ୟରେଆନନ୍ଦଙ୍କର୪୫୦ଛାତ୍ରଙ୍କମଧ୍ୟରୁ୩୯୬ଜଣଆଇଆଇଟିଏନଆଇଟିପରିଟପ୍ଅନୁଷ୍ଠାନରେସ୍ଥାନପାଇଛନ୍ତି

ସୋଆରମ୍ଭହେବାପରେଆନନ୍ଦଙ୍କଉପରେଥିଲାସବୁଦର୍ଶକଙ୍କନଜରଛାତ୍ରଛାତ୍ରୀଙ୍କକ୍ୟାରିୟର୍ବନାଇଦେଶରଟପ୍ଇନଷ୍ଟିଚ୍ୟୁଟରେସ୍ଥାନଦିଆଉଥିବାବ୍ୟକ୍ତିକେତେଚତୁରତାରସହକେତୋଟିପ୍ରଶ୍ନରଉତ୍ତରଦେଇପାରୁଛନ୍ତିତାହାଥିଲାସମସ୍ତଙ୍କଉତ୍କଣ୍ଠାରବିଷୟତେବେଆନନ୍ଦମଧ୍ୟଖୁବ୍ଆତ୍ମବିଶ୍ୱାସରସହପୁରାଗେମ୍ଖେଳିଥିଲେ  । ଆଉକେବିସିସୋରୁ୨୫ଲକ୍ଷଟଙ୍କାବିଜୟୀମଧ୍ୟହୋଇଥିଲେତେବେସୋଏହିଅଧ୍ୟାୟଅଧିକଖୁସିଦେଇଛିଚ୍ୟାନେଲ କତ୍ତ୍ୃପକ୍ଷଙ୍କୁକାରଣଏହିଅଧ୍ୟାୟପରେସୋରେଟିଂଟପ୍କରିଥିଲାଏପରିକିସୋଟିଆରିପିସର୍ବୋଚ୍ଚଥିବାଜାଣିବାପରେଅମିତାଭଙ୍କଏକଟ୍ୱିଟ୍ସାମ୍ନାକୁଆସିଥିଲାଏଥିରେବିଗ୍ବିକହିଥିଲେସୋଏଭଳିସଫଳତାବିଷୟରେସେକେବେଭାବିନଥିଲେତାଛଡାସୋଦେଖୁଥିବାସମସ୍ତଦର୍ଶକଙ୍କୁସେଧନ୍ୟବାଦଦେଇଥିଲେ

KBC-Registration-for-Jio-Userଉଲ୍ଲେଖଯୋଗ୍ୟ , ଆନନ୍ଦକୁମାରଙ୍କଦେଶରଶିକ୍ଷାକ୍ଷେତ୍ରରେମହତ୍ୱପୂର୍ଣ୍ଣଅବଦାନରହିଛିଆନନ୍ଦକୁମାରଙ୍କୁଦେଶରପ୍ରାୟଅଧିକାଂଶଲୋକଜାଣିଛନ୍ତିଏପରିକିବଡବଡଅଭିନେତାଅଭିନେତ୍ରୀମଧ୍ୟଆନନ୍ଦଙ୍କଫ୍ୟାନସୁପରଷ୍ଟାର୍ହ୍ରିତିକ୍ରୋଶନ୍ମଧ୍ୟଆନନ୍ଦଙ୍କରବହୁତବଡପ୍ରଶଂସକଆଗାମୀଦିନରେଆନନ୍ଦଙ୍କବାୟୋପିକକୁନେଇଏକଫିଲ୍ମନିର୍ମାଣହେବାକୁଯାଉଛିଏହିଫିଲ୍ମରନିର୍ଦ୍ଦେଶନାଦେବେବିକାଶବହଲଶୁଣାଯାଉଛିଏହିଫିଲ୍ମରେଆନନ୍ଦଙ୍କଭୂମିକାରେନଜରଆସିବେହ୍ରିତିକରୋଶନ