କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପ୍ରଚାର ଜମିଥିବା ବେଳେ ଧାମନଗର ବିଧାୟକଙ୍କ ସୂରଜ ସୂର୍ଯ୍ୟବଂଶୀ ଫିଲ୍ମର ଡାଏଲଗ କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଚାର ସମୟରେ ମଞ୍ଚରେ ଭାଷଣ ଦେବା ସମୟରେ ବାହୁବଳୀ ଫିଲ୍ମର ଡାଏଲଗ ମାରିଛନ୍ତି ସୁରଜ । ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଛନ୍ତି, ଝାରସୁଗୁଡ଼ାରେ କଟ୍ଟପା କିଏ, ସିନେମାର ଡାଏଲଗ ମାରି କହିଲେ କଟ୍ଟପା ନେ ବାହୁବଲୀକୋ କ୍ୟୁଁ ମାରା? ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରଜ ।

Advertisment