ଆସୁଛି ସିନେମା ‘ଏକ୍ ଥା ଟାଇଗର’ର ସିକ୍ୱେଲ । ଯାହାର ଟାଇଟେଲ୍ ରହିଛି ‘ଟାଇଗର୍ ଜିନ୍ଦା ହୈ’ । ‘ଏକ୍ ଥା ଟାଇଗର’ରେ ସଲମାନ୍ ଓ କ୍ୟାଟ୍ରିନା ପ୍ରେମୀ ଯୁଗଳ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କିନ୍ତୁ ସିକ୍ୱେଲରେ ହେବାକୁ ଯାଉଛି ବିଶେଷ ପରିବର୍ତ୍ତନ । ସଲମାନଙ୍କ ଶତ୍ରୁ ଭୂମିକାରେ ନଜର ଆସିବେ କ୍ୟାଟ୍ରିନା । ତେବେ ପ୍ରଥମ ଥର ପାଇଁ କ୍ୟାଟ୍ରିନା ନେଗେଟିଭ୍ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ତେବେ ନେଗେଟିଭ୍ ଚରିତ୍ର ଓ ଆକ୍ସନ୍ ଦୃଶ୍ୟ ସହ ସିନେମାରେ ରହିଛି କ୍ୟାଟଙ୍କ ଜବରଦସ୍ତ ଅଭିନୟ ।
ସଲମାନଙ୍କ ସିନେମାରେ ଭିଲେନ୍ ହେବେ କ୍ୟାଟ୍ରିନା
/kanak/media/post_attachments/wp-content/uploads/2016/11/tiger-zinda-hai-759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)