ଅଭିନେତ୍ରୀ କାଟ୍ରିନା କୈଫ ପାଇବେ “ ସ୍ମିତା ପାଟିଲ ମେମୋରିଆଲ ଆୱାର୍ଡ” । ମୁମ୍ବାଇରେ ଗ୍ଲୋବାଲ ଆୱାର୍ଡ୍ସରେ ୧୯ ଡିସେମ୍ବରରେ ଏହି ଆୱାର୍ଡ କାଟ୍ରିନାଙ୍କୁ ଦିଆଯିବ ।
ଏହି ଆୱାର୍ଡର ସଂସ୍ଥାପକ ‘ ପ୍ରିୟଦର୍ଶନୀ ଏକାଡେମୀ ’ର ଅଧ୍ୟକ୍ଷ ନିିରଂଜନ ହୀରାନନ୍ଦାନୀ କହିଛନ୍ତି – କାଟ୍ରିନା କେବଳ ଜଣେ ଖାଲି ସଫଳ ଅଭିନେତ୍ରୀ ନୁହଁନ୍ତି , ଜଣେ ପ୍ରଭାବଶାଳୀ ସେଲିବ୍ରେଟି ହସ୍ତିମାନଙ୍କ ମଧ୍ୟରୁ ଜଣେ । ଏଣୁ ତାଙ୍କୁ ଏହି ଆୱାର୍ଡ ପାଇଁ ବଛା ଯାଇଛି । ଏ ଆୱାର୍ଡ ପୂର୍ବରୁ ଦୀପିକା ପାଦୁକୋଣ , କରୀନା କପୁର ଓ ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/1-7.jpg)