କନକ ବ୍ୟୁରୋ : କନକ ନ୍ୟୁଜର ସାକ୍ଷାତକାର ଅଧାରୁ ଉଠିଗଲେ ଜଷ୍ଟିସ କାଟଜୁ । ଫେସବୁକ୍ ମନ୍ତବ୍ୟ ନେଇ ପ୍ରଶ୍ନର ମିଳିଲାନି ଉତର । ଜୋକ୍ କରିବା ପାଇଁ କାହିଁକି ଓଡିଶାକୁ ବାଛିଲେ କାଟଜୁ ? ଉତର ନଦେଇ ଜଷ୍ଟିସ କାଟଜୁ ଉଠିଗଲେ ।
କନକ ନ୍ୟୁଜର ସାକ୍ଷାତକାର ଅଧାରୁ ଉଠିଗଲେ ଜଷ୍ଟିସ କାଟଜୁ : ମିଳିଲାନି ପ୍ରଶ୍ନର ଉତ୍ତର
/kanak/media/post_attachments/wp-content/uploads/2016/10/vlcsnap-2016-10-14-19h41m13s333.png)