ଆଜି କାର୍ତ୍ତିକ ପ୍ରଥମ ସୋମବାର : ଧର୍ମମାସ ହୋଇଥିବାରୁ ଶିବଙ୍କୁ ଦର୍ଶକ କରନ୍ତି ଭକ୍ତ

ବାଧକ ସାଜିଛି କରୋନା କଟକଣା; ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

159

କନକ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନ ଦେବ  ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଧବଳେଶ୍ୱର ପୀଠରେ କୋଭିଡ କଟକଣା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସିବ ଧବଳେଶ୍ୱରଙ୍କୁ ଦର୍ଶନ କରୁଥିଲେ ଆଜି ସେ ଜାଗା ଭକ୍ତ ଶୂନ୍ୟ ରହିଛି । ସେପଟେ କାର୍ତିକ ମାସର ପ୍ରଥମ ସୋମବାର ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି ।