ଆସିଲା ବୁଥବାହୁଡ଼ା ମତ ! ଜେଡିଏସ୍ ହାତରେ ସରକାର ଗଢ଼ିବା ଚାବିକାଠି, କଂଗ୍ରେସ-ବିଜେପି ମଧ୍ୟରେ ଜୋରଦାର ମୁକାବିଲା ।

Advertisment
ଆଉ କାମ ଦେଉନି ଟଙ୍କା ! କର୍ଣ୍ଣାଟକରେ ସରକାର ଗଢ଼ିବାକୁ ବିଜେପିକୁ ମଠ ଭରସା

କର୍ଣ୍ଣାଟକରେ କଡା ଟକ୍କର । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ଣ୍ଣାୟକ ମନେ କରାଯାଉଥିବା କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ପଡିବା ପରେ ଆସିଛି ବୁଥ ବାହୁଡା ମତ । ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସର୍ଭେରେ ଝୁଲା ବିଧାନସଭା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ, ଟାଇମ୍ସ ନାଓ- ଭିଏମଆର ଭଳି ସଂସ୍ଥାର ପୂର୍ବାନୁମାନ ଅନୁସାରେ କର୍ଣ୍ଣାଟକରେ ବଡ ଦଳ ଭାବେ ଉଭା ହେଉଛି କଂଗ୍ରେସ । ତେବେ ଏନଡିଟିଭି ଓ ଏବିପି କିନ୍ତୁ ବିଜେପିକୁ ଆଗରେ ରଖିଛନ୍ତି । କାହାରିକୁ ସଂଖ୍ୟା ଗରିଷ୍ଠତା ମିଳୁନଥିବାରୁ ଦେବେଗୌଡାଙ୍କ ଜେଡିଏସ କିଙ୍ଗ ମେକର ହେବାନେଇ ଏକ ପ୍ରକାର ସମ୍ଭାବନା ଦେଖାଦେଇଛି । ସରକାର ଗଢିବା ପାଇଁ ଜେଡିଏସର ସମର୍ଥନ ଆବଶ୍ୟକ କରିବେ ଉଭୟ ବିଜେପି ଓ କଂଗ୍ରେସ  । ଏବେ ଆସନ୍ତୁ ନଜର ପକାଇବା ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସର୍ଭେ ଉପରେ ।

karnatak election

ଏବିପି

ବିଜେପି-୧୦୩

କଂଗ୍ରେସ-୯୩

ଜେଡିଏସ-୨୫

ଅନ୍ୟାନ୍ୟ-୦୨

ଟାଇମ୍ସ ନାଓ-ଭିଏମଆର

ବିଜେପି-୮୦- ୯୩

କଂଗ୍ରେସ-୯୦- ୧୦୩

ଜେଡିଏସ-୩୧-୩୯

ଅନ୍ୟାନ୍ୟ-୦୨-୦୪

ଇଣ୍ଡିଆ ଟୁଡେ-ଆକ୍ସିସ

ବିଜେପି-୮୭

କଂଗ୍ରେସ-୯୭

ଜେଡିଏସ-୩୫

ଅନ୍ୟାନ୍ୟ-

ନ୍ୟୁଜ ଏକ୍ସ-ସିଏନଏକ୍ସ

ବିଜେପି-୧୦୨- ୧୦୬

କଂଗ୍ରେସ-୭୨- ୭୫

ଜେଡିଏସ-୩୫-୩୮

ଅନ୍ୟାନ୍ୟ-୦୪-୦୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe