କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧ ୫୦ରୁ ଅଧିକ ଆହତ । ଆହତଙ୍କୁ ସୋର, ବାହାନଗା, ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତାରୁ ଆସିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାରକାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସପିଙ୍କୁ ଏସଆରସିଙ୍କ ଯୋଗାଯୋଗରେ ରହିବାକୁ କୁହାଯାଇଛି । ଘଟଣାସ୍ଥଳକୁ ୫୦ଟି ଆମ୍ବୁଲାନ୍ସ ପଠାଯାଇଛି । ଗୋଟିଏ ଓଡ୍ରାଫ ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ରହିଛନ୍ତି । ବାଲେଶ୍ୱର ମେଡିକାଲ କଲେଜରୁ ଡାକ୍ତରମାନଙ୍କୁ ମଧ୍ୟ ପଠାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/31-1.jpg)