କନକ ବ୍ୟୁରୋ: ଆଜି କାରର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ଆଜିର ଦିନରେ ଭାରତ ଅପରେସନ ବିଜୟ ସଫଳ ହୋଇଥିବା ଓ ପାକିସ୍ତାନୀ ଅନୁପ୍ରବେଶକାରୀମାନେ କବଜା କରିଥିବା ସମସ୍ତ ଘାଟି ହରାଇଥିଲେ ।
କାରର୍ଗିଲ ବିଜୟ ଦିବସର ୧୮ ବର୍ଷ ପୁରଣ ଅବସରରେ କଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ବିଜୟ ଉତ୍ସବ ପାଳନ କରିଛନ୍ତି ଭାରତୀୟ ଯବାନ । ଏଥିରେ ଯବାନମାନଙ୍କ ପରିବାର ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଅପରେସନ ବିଜୟ ଦିବସ ଅବସରରେ ଦ୍ରାସ ଠାରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଏଥିରେ ସହିଦଙ୍କ ପରିବାରଲୋକେ ସାମିଲ ହୋଇଥିବା ବେଳେ ଯବାନଙ୍କ ବୀର ଗାଥାର ଫଟୋ ପ୍ରଦର୍ଶନ ମଧ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/kargil-day-.jpg)