ମା’ ହେଲେ ବେବୋ । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଜି ସକାଳ ୭ଟା ୩୦ରେ କରୀନା କପୁର ଖାନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ ମା’ ଓ ଶିଶୁ ଦୁହେଁ ସୁସ୍ଥ ଥିବା ସୈଫ ଅଲ୍ଲୀ ଖାନ୍ କହିଛନ୍ତି । କରୀନା ଓ ସୈଫ, ପୁଅର ନାଁ ତୈମୁର ଅଲ୍ଲୀ ଖାନ୍ ପଟୌଦି ରଖିଛନ୍ତି । କରୀନା ଓ ସୈଫ ଏକ ମିଡିଆ ଷ୍ଟେଟମେଂଟ ବି ଜାରି କରିଛନ୍ତି । ଯେଉଁଥିରେ ଉଭୟ ପୁଅ ଜନ୍ମ ହେବା ଖବର ସହ ତା ନାଁ ଘୋଷଣା କରିଛନ୍ତି ।
ମା' ହେଲେ ବେବୋ ! ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ କରୀନା କପୁର
/kanak/media/post_attachments/wp-content/uploads/2016/12/kareena_640x480_51482210909.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)