କରୀନା କପୁରଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । କାରଣ ପୁଣି ଥରେ ବେବୋଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଆଉ ଖୁବ୍ ଶୀଘ୍ର କରୀନା ତାଙ୍କ ଆଗାମୀ ସିନେମା ‘ବୀର ଦ ୱେଡିଙ୍ଗ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।
ତେବେ ଏହି ସିନେମାଟିରେ କରୀନାଙ୍କ ସହ ସୋନମ କପୁର,ସ୍ୱରା ଭାଷ୍କର ଓ ଶିଖା ତଲସାନିୟା ନଜର ଆସୁଛନ୍ତି । ଆସନ୍ତା ମେଁ ମାସରେ ଏହି ସିନେମାର ସୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/kareena-story.jpg)