“ଗୋଲମାଲ-୪”ର ଏକ ସ୍ୱତନ୍ତ୍ର ଗୀତରେ ନଜର ଆସିବେ ବଲିଉଡ ବିଉଟି କରିନା କପୁର ଖାନ୍। ଗୋଲମାଲ ଫିଲ୍ମର ତିନୋଟି ସିରିଜରେ ଲିଡ୍ ରୋଲରେ ଥିଲେ କରିନା କିନ୍ତୁ “ଗୋଲମାଲ-୪” ରେ କେବଳ ଗୋଟିଏ ଗୀତରେ ନଜର ଆସିବେ କରିନା । ସେ ଗର୍ଭବତୀ ଥିବାରୁ ଲିଡ୍ ରୋଲରେ ଆସିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ନିର୍ଦେଶକ ରୋହିତ ସେଟ୍ଟୀ କହିଛନ୍ତି କରିନାକୁ ଏହି ଫିଲ୍ମ ବାବଦରେ ଅନୁରୋଧ କରିବାପରେ ସେ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲେ । କିନ୍ତୁ କରିନା ଗୋଟିଏ ମାତ୍ର ଗୀତ କରିବେ ବୋଲି ରାଜି ହୋଇଛନ୍ତି ।ଦିୱାଲିରେ ଏହି ଫିଲ୍ମ ରିଲିଜ୍ ହେବ ।
“ଗୋଲମାଲ-୪”ର ସ୍ୱତନ୍ତ୍ର ଗୀତରେ ନଜର ଆସିବେ ବଲିଉଡ ବିଉଟି କରିନା କପୁର ଖାନ୍
/kanak/media/post_attachments/wp-content/uploads/2016/08/kareena-hair_759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)