କନକ ବ୍ୟୁରୋ : ନୂଆ ଉତ୍ସାହ ନେଇ ପୁଣି ଟିଭି ପରଦାକୁ ଫେରୁଛି ଦ କପିଲ ଶର୍ମା ସୋ । ନୂଆ ସିିଜିନ୍ ପାଇଁ ସୋନୀ ପକ୍ଷରୁ ଜାରି ହୋଇଛି ପ୍ରମୋ । କରୋନା କାଳରେ ଟିକାକରଣ ଆରମ୍ଭ ହେଉଥିବାରୁ ଦର୍ଶକଙ୍କୁ ଟିକାର ଦୁଇଟି ଡୋଜ୍ ନେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦିଆଯାଉଛି । ଏହି ପ୍ରମୋରେ କପିଲ ଶର୍ମାଙ୍କ ସହ, କ୍ରିଷ୍ଣା ଅଭିଶେଷ, କିକୁ ସାରଦା, ଭାରତୀ ସିଂ, ଅର୍ଜନା ପୁରନସିଂ ପ୍ରମୁଖ ନଜର ଆସୁଛନ୍ତି । ତେବେ କେବେଠୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ସେ ନେଇ ନିର୍ଦ୍ଧିଷ୍ଟ ତାରିଖ ସମ୍ପର୍କରେ ସୂଚନା ଦିଆଯାଇନାହିଁ ।
ନୂଆ ଉତ୍ସାହ ନେଇ ଫେରୁଛି ‘ଦ କପିଲ ଶର୍ମା’ ସୋ : ସୋନୀ ପକ୍ଷରୁ ଜାରି ହେଲା ନୂଆ ସିିଜିନ୍ ପାଇଁ ପ୍ରମୋ
/kanak/media/post_attachments/wp-content/uploads/2021/07/jykummkik.jpg)