କମେଣ୍ଟମରାକୁ ନେଇ କଣ୍ଟାବାଞ୍ଜିରେ ମହାଭାରତ । ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୁଲିସ ସହ ଗୋଟିଏ ଗୋଷ୍ଠୀର ଧସ୍ତାଧସ୍ତି

Advertisment
କମେଣ୍ଟମରାକୁ ନେଇ କଣ୍ଟାବାଞ୍ଜିରେ ମହାଭାରତ । ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୁଲିସ ସହ ଗୋଟିଏ ଗୋଷ୍ଠୀର ଧସ୍ତାଧସ୍ତି

କନକ ବ୍ୟୁରୋ : ବଲାଙ୍ଗିର କଂଟାବାଞ୍ଜିରେ ଜଣେ ଯୁବତୀଙ୍କୁ କମେଂଟମରାକୁ ନେଇ ଥାନା ଭିତରେ ଦୁଇଗୋଷ୍ଠୀ ମୁହଁମୁହିଁ ହୋଇଛନ୍ତି । ଏପରିକି ଆକ୍ରମଣରୁ ପୁସିଲ ବି ବାଦ ପଡିନି । କଂମେଟମରାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବାବେଳେ ଥାନାରେ ଅନ୍ୟ ଏକ ଗୋଷ୍ଠୀ ବି ପଂହଚିଥିଲେ ।

ଏହି ସମୟରେ ପୁଲିସ ବୁଝାସୁଝା କରିବାକୁ ଆସିଥିବାବେଳେ ଗୋଟିଏ ଗୋଷ୍ଠୀର ପୁଲିସ ସହ ଧସ୍ତାଧସ୍ତି ହୋଇଥିବା । ଏହାକୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଛି । ଥାନାରେ ସୁରକ୍ଷାକୁ ବଢାଇଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe