କନକ ବ୍ୟୁରୋ : ବଲାଙ୍ଗିର କଂଟାବାଞ୍ଜିରେ ଜଣେ ଯୁବତୀଙ୍କୁ କମେଂଟମରାକୁ ନେଇ ଥାନା ଭିତରେ ଦୁଇଗୋଷ୍ଠୀ ମୁହଁମୁହିଁ ହୋଇଛନ୍ତି । ଏପରିକି ଆକ୍ରମଣରୁ ପୁସିଲ ବି ବାଦ ପଡିନି । କଂମେଟମରାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବାବେଳେ ଥାନାରେ ଅନ୍ୟ ଏକ ଗୋଷ୍ଠୀ ବି ପଂହଚିଥିଲେ ।

Advertisment

ଏହି ସମୟରେ ପୁଲିସ ବୁଝାସୁଝା କରିବାକୁ ଆସିଥିବାବେଳେ ଗୋଟିଏ ଗୋଷ୍ଠୀର ପୁଲିସ ସହ ଧସ୍ତାଧସ୍ତି ହୋଇଥିବା । ଏହାକୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଛି । ଥାନାରେ ସୁରକ୍ଷାକୁ ବଢାଇଦିଆଯାଇଛି ।