ବୟାନକୁ ନେଇ ବିବାଦରେ କଙ୍ଗନା । କହିଲେ, ୨୦୧୪ରେ ଦେଶକୁ ମିଳିଥିଲା ପ୍ରକୃ୍ତ ସ୍ୱାଧୀନତା, ପାକିସ୍ତାନ ଯଦି ମୁସଲିମ ରାଷ୍ଟ୍ର ଭାରତ..

Advertisment
ବୟାନକୁ ନେଇ ବିବାଦରେ କଙ୍ଗନା । କହିଲେ, ୨୦୧୪ରେ ଦେଶକୁ ମିଳିଥିଲା ପ୍ରକୃ୍ତ ସ୍ୱାଧୀନତା, ପାକିସ୍ତାନ ଯଦି ମୁସଲିମ ରାଷ୍ଟ୍ର ଭାରତ..

କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତ୍ରୀୀ କଙ୍ଗନା ରାଣାୱତ । ହିନ୍ଦୁ ରାଷ୍ଟ୍ର ପ୍ରସଙ୍ଗରେ ଅଭିନେତ୍ରୀ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ବିବାଦ ଛିଡା ହୋଇଛି । ଧର୍ମ ଆଧାରରେ ଯଦି ପାକିସ୍ତାନ ଗଠନ ହୋଇପାରିବ ତେବେ ଭାରତ ହିନ୍ଦୁ ରାଷ୍ଟ୍ରର ମାନ୍ୟତା ପାଇନି ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା । ଏଥିସହ ସେ କହିଛନ୍ତି ୨୦୧୪ ପରେ ଦେଶ ପ୍ରକୃତ ସ୍ୱାଧୀନତା ପାଇଥିବା କହିବା ପରେ କଙ୍ଗନା ଏବେ ବିବାଦ ଭିତରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe