ହିମାଚଳ ମଣ୍ଡି ଆସନରୁ ବିଜୟୀ ହେଲେ କଙ୍ଗନା ରାଣାୱତ, ଜାଣନ୍ତୁ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ କେତେ ଭୋଟରେ କଲେ ପରାଜିତ ।

154

କନକ ବ୍ୟୁରୋ :ଅଭିନେତ୍ରୀ କଙ୍ଗନା ହିମାଚଳ ମଣ୍ଡି ଆସନରୁ ବିଜୟୀ ହୋଇଛନ୍ତି । ପ୍ରଥମଛର ପାଇଁ ସେ ବିଜେପି ଆସନରୁ ହିମାଚଳରୁ ଲଢିଥିଲେ । ସେଠାରେ ସେ ବିକ୍ରମାଦିତ୍ୟଙ୍କୁ ହରାଇ ବିଜୟୀ ହୋଇଛନ୍ତି । ନିବାଚନ ଆୟୋଗଙ୍କ ସୁଚନା ଅନୁଯାୟୀ ପ୍ରଥମଥର ପାଇଁ ସେ ପ୍ରାର୍ଥୀ ହୋଇଥିଲେ । ଏଥିସହ ସେ ନିକଟତମ ପ୍ରତିନ୍ଦ୍ୱନ୍ଦି ବିକ୍ରମାଦିତ୍ୟଙ୍କୁ ୭୩,୭୦୩ ଭୋଟରେ ବିଜୟ ହୋଇଛନ୍ତି । ଏଥିସହ ସେ ଭୋଟର ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଆପଣ ସମସ୍ତଙ୍କ ଆର୍ଶିବାଦ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ଆର୍ଶିବାଦ ଯୋଗୁଁ ମୁଁ ଆଜି ବିଜୟୀ ହୋଇପାରିଛି