ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ । ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ ।

Advertisment
ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ । ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ ।

କନକ ବ୍ୟୁରୋ: ସାରୋ ଦେଶର ନଜର ଆଜି ଭୋଟ ଗଣତି ଉପରେ ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱ ତ । ସେହିପରି ରାଏବରେଲିରେ ରାହୁଲ ଗାନ୍ଧୀ ଓ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଗେଇ ଚାଲିଥିବାବେଳେ ମିରଟରେ ଅରୁଣ ଗୋଭିଲ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe