କନକ ବ୍ୟୁରୋ : କନ୍ଧମାଳରେ କାହାର ହେବ ଜିତାପଟ । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । ଏଥର ହେବ ମହାଲଢେଇ । ବିଜେଡିରୁ ଅଚ୍ୟୁତ, ବିଜେପିରୁ ଐର ଖାରବେଳ ଓ କଂଗ୍ରେସରୁ ମନୋଜ ମୈଦାନରେ । ପୂର୍ବରୁ ୨୦୦୯ରେ ରୁଦ୍ରମାଧବ ଏହି ଆସନରେ ସବୁଜ ବାନା ଉଡାଇଥିବା ବେଳେ ୨୦୧୪ରେ ହେମେନ୍ଦ୍ର ସିଂ ବିଜେଡି ଟିକେଟରୁ ମାରିଥିଲେ ବାଜି । ତେବେ ହେମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ଏହି ଆସନକୁ ଦଖଲ କରିଥିଲେ । ତେବେ ୨୦୧୯ରେ ନୂଆ ସିପାହୀଙ୍କୁ ମୈଦାନକୁ ଛାଡିଛି ବିଜେଡି ।
କନ୍ଧମାଳ ଲୋକସଭା ଆସନ : ଦିଲ୍ଲୀ ଲଢେଇ ପାଇଁ ବିଜେଡିର ସିପାହୀ ଅଚ୍ୟୁତ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା
/kanak/media/post_attachments/wp-content/uploads/2019/04/DR-ACHUTA-SAMANTA-KANDHAMAL.jpg) ଦଶପଲ୍ଲାରେ ଦମ ଦେଖାଇବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସର କସରତ, ପଦ୍ମ ଫୁଟାଇବାକୁ ବିଜେପି କରୁଛି ପ୍ରୟାସ ।
ଦଶପଲ୍ଲାରେ ଦମ ଦେଖାଇବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି । କମବ୍ୟାକ୍ କରିବାକୁ କଂଗ୍ରେସର କସରତ, ପଦ୍ମ ଫୁଟାଇବାକୁ ବିଜେପି କରୁଛି ପ୍ରୟାସ ।
/kanak/media/post_attachments/wp-content/uploads/2019/04/DASPALA.jpg) ଫୁଲବାଣୀରେ ରାଜନୀତି, ବଢୁଛି ତାତି । ବିଜେଡି ଗଡ ଦଖଲ କରିବାକୁ କଂଗ୍ରେସ ଓ ବିଜେପିର ନୂଆ ରଣନୀତି । ଅଙ୍ଗଦଙ୍କ ହାତରେ ଗଡରକ୍ଷା କରିବାର ଦାୟିତ୍ୱ ଦେଇଛି ବିଜେଡି । ୨୦୦୦ ପରଠାରୁ ଲଗାତାର ୪ ଥର ବିଜୟ ବାନା ଉଡାଇ ଆସୁଛି ବିଜେଡି ।
ଫୁଲବାଣୀରେ ରାଜନୀତି, ବଢୁଛି ତାତି । ବିଜେଡି ଗଡ ଦଖଲ କରିବାକୁ କଂଗ୍ରେସ ଓ ବିଜେପିର ନୂଆ ରଣନୀତି । ଅଙ୍ଗଦଙ୍କ ହାତରେ ଗଡରକ୍ଷା କରିବାର ଦାୟିତ୍ୱ ଦେଇଛି ବିଜେଡି । ୨୦୦୦ ପରଠାରୁ ଲଗାତାର ୪ ଥର ବିଜୟ ବାନା ଉଡାଇ ଆସୁଛି ବିଜେଡି ।
/kanak/media/post_attachments/wp-content/uploads/2019/04/FULBANI.jpg) ବାଲିଗୁଡାରେ ବଡ ବିଜୟ ହାସଲ କରିବ କିଏ ? ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ପଦ୍ମ ଫୁଟାଇବାକୁ ବିଜେପିର ଭରସା ପୁରୁଣା ମୁହଁ । ଦେଢ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ରଣନୀତି । ଗତ ୪ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି ବାଲିଗୁଡାବାସୀ ।
ବାଲିଗୁଡାରେ ବଡ ବିଜୟ ହାସଲ କରିବ କିଏ ? ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ପଦ୍ମ ଫୁଟାଇବାକୁ ବିଜେପିର ଭରସା ପୁରୁଣା ମୁହଁ । ଦେଢ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ରଣନୀତି । ଗତ ୪ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି ବାଲିଗୁଡାବାସୀ ।
/kanak/media/post_attachments/wp-content/uploads/2019/04/BALIGUDA.jpg) ଭଞ୍ଜନଗରବାସୀଙ୍କ ଭରସା ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜେଡି ଗଡ ରହି ଆସିଛି ଭଞ୍ଜନଗର । ଦୁର୍ଗ ଭେଦ କରିବାକୁ ବିଜେପି-କଂଗ୍ରେସର କସରତ ।
ଭଞ୍ଜନଗରବାସୀଙ୍କ ଭରସା ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜେଡି ଗଡ ରହି ଆସିଛି ଭଞ୍ଜନଗର । ଦୁର୍ଗ ଭେଦ କରିବାକୁ ବିଜେପି-କଂଗ୍ରେସର କସରତ ।
/kanak/media/post_attachments/wp-content/uploads/2019/04/BHANJANAGAR.jpg) ଭଞ୍ଜନଗରରେ ବିକ୍ରମଙ୍କ ଦୁର୍ଗ ଭେଦ କରିବ କିଏ? ଦେଖନ୍ତୁ ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ
ଭଞ୍ଜନଗରରେ ବିକ୍ରମଙ୍କ ଦୁର୍ଗ ଭେଦ କରିବ କିଏ? ଦେଖନ୍ତୁ ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ
/kanak/media/post_attachments/wp-content/uploads/2019/04/BIKRAM-KESARI-ARUK-BHANJANAGAR.jpg) ଜି ଉଦୟଗିରିରେ କାହାର ହେବ ଜୟ? ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ନିର୍ବାଚନମଣ୍ଡଳବାସୀ । ଏଥର କାହାକୁ ଭରସା କରିବେ ଭୋଟର
ଜି ଉଦୟଗିରିରେ କାହାର ହେବ ଜୟ? ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ନିର୍ବାଚନମଣ୍ଡଳବାସୀ । ଏଥର କାହାକୁ ଭରସା କରିବେ ଭୋଟର
/kanak/media/post_attachments/wp-content/uploads/2019/04/G-UDAYAGIRI.jpg) କଣ୍ଟାମାଳରେ ହେବ କାଣ୍ଟେ କି ଟକ୍କର । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । କଂଗ୍ରେସ ଓ ବିଜେପି ବିଜୟ ଧ୍ୱଜା ଉଡାଇବାକୁ କରୁଛନ୍ତି ନୂଆ ରଣନୀତି
କଣ୍ଟାମାଳରେ ହେବ କାଣ୍ଟେ କି ଟକ୍କର । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । କଂଗ୍ରେସ ଓ ବିଜେପି ବିଜୟ ଧ୍ୱଜା ଉଡାଇବାକୁ କରୁଛନ୍ତି ନୂଆ ରଣନୀତି
/kanak/media/post_attachments/wp-content/uploads/2019/04/KANTAMALA-UP.jpg) ବୌଦ୍ଧରେ ବାଜି ମାରିବ କିଏ? ଦୀର୍ଘ ୨ ଦଶନ୍ଧି ଧରି ପ୍ରଦୀପଙ୍କ ଗଡ ରହି ଆସିଛି ବୌଦ୍ଧ । ୨୦୧୯ରେ ଟକ୍କର ଦେବାକୁ ପୁରୁଣା ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି , କଂଗ୍ରେସ ସମର୍ଥନରେ ସିପିଆଇରୁ ରଣଭୂମିକୁ ଓହ୍ଲାଇଛନ୍ତି ଅବକାଶ ।
ବୌଦ୍ଧରେ ବାଜି ମାରିବ କିଏ? ଦୀର୍ଘ ୨ ଦଶନ୍ଧି ଧରି ପ୍ରଦୀପଙ୍କ ଗଡ ରହି ଆସିଛି ବୌଦ୍ଧ । ୨୦୧୯ରେ ଟକ୍କର ଦେବାକୁ ପୁରୁଣା ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି , କଂଗ୍ରେସ ସମର୍ଥନରେ ସିପିଆଇରୁ ରଣଭୂମିକୁ ଓହ୍ଲାଇଛନ୍ତି ଅବକାଶ ।
/kanak/media/post_attachments/wp-content/uploads/2019/04/BAUDA.jpg) ବୌଦ୍ଧରେ ପୁଣି ପ୍ରଦୀପ ଦେଖାଇବେ କି ପରାକ୍ରମ । ଜାଣନ୍ତୁ ନବୀନ ସରକାରର ହେଭିୱେଟ ନେତାଙ୍କ ବିଷୟରେ କିଛି ନୂଆ କଥା
ବୌଦ୍ଧରେ ପୁଣି ପ୍ରଦୀପ ଦେଖାଇବେ କି ପରାକ୍ରମ । ଜାଣନ୍ତୁ ନବୀନ ସରକାରର ହେଭିୱେଟ ନେତାଙ୍କ ବିଷୟରେ କିଛି ନୂଆ କଥା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/KANDHAMAL-LOKASABHA.jpg)
/kanak/media/post_attachments/wp-content/uploads/2019/04/PRADIP-AMATA-BOUDA.jpg)