କନକ ବ୍ୟୁରୋ: ସେପଟେ ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ସରିଛି ବୋଲି କହିଛନ୍ତି । ଆଉ କୌଣସି ଉପନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ । ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ସୁକାନ୍ତ ପାଣିଗ୍ରାହୀ ।