ବୋଲଗଡ : ମହିଳା ତହସିଲଦାରଙ୍କୁ ବାହୁବଳୀ ବିଧାୟକଙ୍କ ଆକ୍ରମଣ ପରେ ଦୁହିଁଙ୍କ ଭିତରେ ହୋଇଥିବା ବଚସାର ଏକ୍ସକ୍ଲୁସିଭ ଅଡିଓ କନକ ନ୍ୟୁଜ ହାତରେ ଲାଗିଛି । ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା ।କନକ ନ୍ୟୁଜରେ ବାହୁବଳୀ ବିଧାୟକ ଓ ତହସିଲଦାରଙ୍କ ବଚସା ପ୍ରସାରଣ ହେବା ପରେ ସଫେଇ ଦେଇଛନ୍ତି ପ୍ରଶାନ୍ତ ଜଗଦେବ । ଅଭିଯୋଗକୁ ଅସତ୍ୟ ବୋଲି କହିବା ସହ ତହସିଲଦାର ନିହାରୀକା ନାୟକଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ପ୍ରଶାନ୍ତ ଜଗଦେବ । ନ୍ୟୁଜ ସହିତ ଶୁଣନ୍ତୁ ଏହି ଅଡିଓ :
ବାହୁବଳୀ ବିଧାୟକଙ୍କ ଦାଦାଗିରି : କନକ ନ୍ୟୁଜ ହାତରେ ବଚସାର ଏକ୍ସକ୍ଲୁସିଭ୍ ଅଡିଓ
/kanak/media/post_attachments/wp-content/uploads/2016/11/vlcsnap-2016-11-01-12h52m52s250.png)