ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା: କନକ ନ୍ୟୁଜ୍ ରେ ଆରମ୍ଭ ହେଉଛି ନୂଆ କାର୍ଯ୍ୟକ୍ରମ ଅପରାଜିତା

Advertisment
ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା: କନକ ନ୍ୟୁଜ୍ ର ନୂଆ  କାର୍ଯ୍ୟକ୍ରମ ଅପରାଜିତା

ଆଜିଠାରୁ କନକ ନ୍ୟୁଜ୍ ରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ପ୍ରେରଣାଦାୟୀ କାହାଣୀ ଅପରାଜିତା । ଓଲିଉଡ ଜଗତରେ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଥିବା ବିଶିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି । ସମାଜରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ତାଙ୍କ ସହ ସବୁଠାରୁ ବଡ଼ ଅଘଟଣ ସତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । ସେମାନଙ୍କ କାହାଣୀକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା ଅପରାଜିତା । କନକ ନ୍ୟୁଜ୍ ରେ ଅପରାଜିତା କାର୍ଯ୍ୟକ୍ରମ ଆପଣ ଦେଖିପାରିବେ ପ୍ରତି ଶନିବାର ରାତି ୯ଟା ୩୦ ମିନିଟ୍ ରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe