ଆଜି ମହିଳା ଡ଼ିସକସ ଥ୍ରୋ ଫାଇନାଲ ଖେଳିବେ କମଲପ୍ରୀତ କୌର : ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି କମଲପ୍ରୀତ

ଆଜି ମହିଳା ଡ଼ିସକସ ଥ୍ରୋ ଫାଇନାଲ ଖେଳିବେ କମଲପ୍ରୀତ କୌର : ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି କମଲପ୍ରୀତ

କନକ ବ୍ୟୁରୋ : ଆଜି ମହିଳା ଡ଼ିସକସ ଥ୍ରୋର ଫାଇନାଲ ଖେଳିବେ କମଲପ୍ରୀତ କୌର । ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେସ୍ଥାନ ପକ୍କା କରିଛନ୍ତି କମଲପ୍ରୀତ । ଶନିବାର ସେ ୬୪ ମିଟର ଡିସକସ୍ ଫିଙ୍ଗି କ୍ୱାଲିଫିକେସନ୍-ବିରେ ଦ୍ୱିତୀୟ ସ୍ଥାନରେ ରହି ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆମେରିକାର ଭାଲାରି ଅଲମାନ୍ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କମଲପ୍ରୀତ ସ୍ୱର୍ଣ୍ଣ ବିଜୟିନୀ କ୍ରୋଏସିଆର ସାଣ୍ଡ୍ରା ପର୍କୋଭିକ୍ ଓ ବିଶ୍ୱ ବିଜୟିନୀ କ୍ୟୁବାର ୟାମି ପରେଜଙ୍କୁ ପଛରେ ପକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe