ଢେଙ୍କାନାଳ କାମାକ୍ଷାନଗରରେ ୧୨ଘଂଟିଆ ବନ୍ଦ ପାଳନ

26

କନକ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗରରେ ୧୨ଘଂଟିଆ ବନ୍ଦ ପାଳନ କରାଯାଉଛି । ଡ୍ରେନେଜ କାମ ଓ ୫୩ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ଓ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ଠପ୍ ହୋଇଯାଇଛି । ବିଜ୍ଞାପିତ ଅଂଚଳ ପରିଷଦ କାଉନସିଲର, ବୁଦ୍ଧିଜୀବୀ ଓ ଓକିଲ ସଂଘ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –