କନକ ବ୍ୟୁରୋ : ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାଶ୍ୱର୍ ମୁଖ୍ୟ କେନାଲ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ନମ୍ବର ଡିଭିଜନ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗାଁ ମୁହାଁ ପାଣି ଦେଖି ଲେମ୍ବୁପାଳା ୫୦ରୁ ଅଧିକ ପରିବାର ଚିନ୍ତାରେ ରହିଛନ୍ତି । ଦୀର୍ଘ ଦି ହେବ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇ ରହିଥିଲା । କେନାଲରେ ଜଳ ପ୍ରତନ ବୃଦ୍ଧି ଯୋଗୁଁ ବନ୍ଧଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି ।
ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାଶ୍ୱର୍ ମୁଖ୍ୟ କେନାଲ : କାମାକ୍ଷାନଗର ୩ନମ୍ବର ଡିଭିଜନ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ
/kanak/media/post_attachments/wp-content/uploads/2021/04/vlcsnap-2021-04-08-14h27m20s868.png)