ସୁଦୂର ସାଉଦିଆରବରେ ଆୟୋଜିତ ହୋଇଛି ‘କଳିଙ୍ଗାନ୍ ଫେଷ୍ଟିଭାଲ’ । ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ ।

Advertisment
ସୁଦୂର ସାଉଦିଆରବରେ ଆୟୋଜିତ ହୋଇଛି ‘କଳିଙ୍ଗାନ୍ ଫେଷ୍ଟିଭାଲ’ । ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଦର୍ଶକ ।

କନକ ବ୍ୟୁରୋ: ଓଡିଶାର ପୁରାତନ ନାଁ ଥିଲା କଳିଙ୍ଗ । କଳିଙ୍ଗ ନାଁକୁ ନେଇ ସାଉଦିଆରବରେ ପ୍ରତିବର୍ଷ ଆୟୋଜିତ ହେଉଛି କଳିଙ୍ଗାନ୍ ଫେଷ୍ଟିବାଲ । ଚଳିତ ବର୍ଷ ପାଳିତ ହେଇଥିଲା ଷଷ୍ଠ ବାର୍ଷିକ କଳିଙ୍ଗାନ୍ ଉତ୍ସବ । ଏହି ଅବସରରେ ସୁଦୂର ସାଉଦି ଆରବ ମାଟିରେ ଝରି ପଡିଥିଲା ଓଡିଶା ଆଉ ଓଡିଆଙ୍କ ମହକ । ସିଏ ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ ଅଥବା ଡାଲଖାଇ, ଓଡିଆଙ୍କ ବନ୍ଦନା ଗାଇ ଝୁମିଥିଲେ ଅଗଣିତ ଓଡିଆ ପରିବାର । ସାମିଲ ହେଇଥିଲେ ପ୍ରତିଟି ଦେଶରେ ରହୁଥିବା ପ୍ରବାସୀ ଓଡିଆ ମାନେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe