କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଂଚିଛି ।  ଭୁବନେଶ୍ୱର ରସୁଲଗଡରେ ପହଂଚିବା ପରେ ଅକ୍ଷତ କଳସ ଯାତ୍ରା ରାଜଧାନୀ ଭୁବନେଶ୍ୱରରେ ବୁଲିବା ସହ ରାମମନ୍ଦିର ନିକଟରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

Advertisment