କନକ ବ୍ୟୁରୋ : କଳାହାଣ୍ଡିରେ ଲୋକସଭା ଆସନରେ ବାଜି ମାରିବ କିଏ? କଂଗ୍ରେସ ପୁରୁଣା ମୁହଁ ବନାମ ବିଜେଡି-ବିଜେପିର ନୂଆ ମୁହଁ । ଗତ ୩ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି କଳାହାଣ୍ଡିବାସୀ । ଚଳିତଥର ମୈଦାନକୁ ଓହ୍ଲାଇଛନ୍ତି ୩ ଦଳର ହେଭିୱେଟ । ତେଣୁ କାହାକୁ ଭରସା କରିବେ କଳାହାଣ୍ଡିବାସୀ ତାହା ଦେଖିବା ବାକି ରହିଲା ।

Advertisment

କଳାହାଣ୍ଡି : ଦିଲ୍ଲୀ ଲଢେଇ ପାଇଁ ବିଜେଡିର ଯୋଦ୍ଧା ପୁଷ୍ପେନ୍ଦ୍ର । ଜାଣନ୍ତୁ ପୁଷ୍ପେନ୍ଦ୍ରଙ୍କ ରାଜନୈତିକ କ୍ୟାରିୟରର କିଛି ଗୁରୁତ୍ୱପୂର୍ଣ୍ଣ କଥା

publive-imageକଳାହାଣ୍ଡି : କଂଗ୍ରେସର ପୁରୁଣା ସିପାହୀ ଭକ୍ତ । ଜାଣନ୍ତୁ ଭକ୍ତଙ୍କ ରାଜନୈତିକ କ୍ୟାରିୟରର ଭିତିରି କଥା ।

publive-imageକଳାହାଣ୍ଡି : ବିଜେପିକୁ ବିଜୟ ଦେବାକୁ ମୈଦାନରେ ନିଜେ ଦଳର ସେନାପତି ବସନ୍ତ । ଜାଣନ୍ତୁ ବିଜେପି ସଭାପତିଙ୍କ ରାଜନୈତିକ କ୍ୟାରିୟରର ଅଳ୍ପ କିଛି କଥା

publive-imageଭବାନୀପାଟଣାରେ କାହାର ଖୋଲିବ ଭାଗ୍ୟ । ପୁରୁଖା ପ୍ରଦୀପ ଓ ଦୁଷ୍ମନ୍ତଙ୍କୁ ଟକ୍କର ଦେବେ ନବାଗତ ସାଗର । ୨୦୦୦ ପରଠାରୁ ବିଜେପି ୨ ଥର ଓ କଂଗ୍ରେସ ଏବଂ ବିଜେଡି ଥରେ ଲେଖାଏଁ କରିଛନ୍ତି ବାଜିମାତ୍ ।

publive-imageଭବାନୀପାଟଣା : ଫଟୋରେ ଫଟୋରେ ଦେଖନ୍ତୁ ପ୍ରଦୀପ ନାୟକଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ ।

publive-imageକାହା ହାତରେ ରହିବ ନୂଆପଡାର ନେତୃତ୍ୱ । ମୈଦାନରେ କଂଗ୍ରେସ ଓ ବିଜେଡିର ପୁରୁଣା ସିପାହୀ, ପୁଣି ଥରେ ପଦ୍ମ ଫୁଟାଇବାକୁ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ହୋମସିଂ ମାଝୀ । ୨୦୦୦ ପରଠାରୁ ବିଜେଡି-ବିଜେପି ୨ ଥର ଲେଖାଏଁ ବିଜୟଲାଭ କରିଥିବା ବେଳେ ଖାତା ଖୋଲିପାରିନାହିଁ କଂଗ୍ରେସ ।

publive-imageଲାଞ୍ଜିଗଡ ଲଢେଇରେ କିଏ ଜିତିବ ବାଜି । ନିର୍ବାଚନମଣ୍ଡଳୀ ପୁର୍ନଗଠନ ପରେ ଥରେ ଲେଖାଏଁ ବିଜୟ ମୁକୁଟ ପିନ୍ଧିଛନ୍ତି କଂଗ୍ରେସ-ବିଜେଡି । ବିଜୟର ସ୍ୱାଦ ଚାଖିବାକୁ ବିଜେପି କରୁଛି ସ୍ୱତନ୍ତ୍ର ରଣନୀତି

publive-imageଜୁନାଗଡରେ କାହାର ହେବ ଜୟ? ପୁଣିଥରେ କ୍ୟାପଟେନ କରିବେ କି କମାଲ । ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କରଙ୍କୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ମନୋଜ ଓ କଂଗ୍ରେସର ଅନିଲ ।

publive-imageଜୁନାଗଡ ବିଧାନସଭା : ବିଜେଡିର ଭରସା କ୍ୟାପଟେନ ଦିବ୍ୟଶଙ୍କର । ଜାଣନ୍ତୁ ପାଇଲଟ ଚାକିରି ଛାଡି ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟଶଙ୍କରଙ୍କ ବିଷୟରେ କିଛି

publive-imageଧର୍ମଗଡରେ କିଏ ଉଡାଇବ ବିଜୟ ଧ୍ୱଜା । ୨୦୦୦ ପରଠାରୁ ବିଜେଡିର ଗଡ ରହି ଆସିଛି ଏହି ଆସନ । ସବୁଜ ଗଡରେ ଧସେଇ ପଶିବାକୁ ବିଜେପି-କଂଗ୍ରେସର ନୂଆ ଷ୍ଟ୍ରାଟେଜି ।

publive-imageନର୍ଲାରେ ବାଜି ମାରିବ କିଏ? ମୈଦାନରେ ପୁରୁଖା ନେତା । ୨୦୦୦ ପରଠାରୁ ବିଜେଡି ୩ ଥର ଓ କଂଗ୍ରେସ ଥରେ ଉଡାଇଛନ୍ତି ବିଜୟ ବାନା । କଂଗ୍ରେସକୁ ବିଜୟ ଦେଇଥିବା ଭୂପିନ୍ଦର ଏବେ ବିଜେଡି ଟିକେଟରେ ମୈଦାନକୁ ଓହ୍ଳାଇଛନ୍ତି । ପଦ୍ମ ଫୁଟାଇବାକୁ ବିଜେପି କରୁଛି ବଡ ଉଦ୍ୟମ

publive-imageନର୍ଲା ବିଧାନସଭା : ଭୁପିନ୍ଦର ସିଂହଙ୍କ ରାଜନୈତିକ କ୍ୟାରିୟରର କିଛି କଥା ।

publive-imageଖରିଆରରେ ଜିତିବ କିଏ ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେପି, ୧୦ ବର୍ଷ ପରେ କମବ୍ୟାକ୍ କରିବାକୁ ବିଜେଡିର ବ୍ଲୁ-ପ୍ରିଣ୍ଟ । ୩ ଦଶନ୍ଧି ହେଲା ବିଜୟର ସ୍ୱାଦ ଚାଖିନି କଂଗ୍ରେସ ।

publive-image