କନକ ବ୍ୟୁରୋ: ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ । ନିର୍ମାଣାଧୀନ ଏୟାରଷ୍ଟ୍ରିପର କାନ୍ଥ ଭୁଶୁଡିଲା । କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଛି । ରାସ୍ତା ଉପରେ ଗଛ ପଡିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଉଡିଗଲା ଟିଣ ଘରର ଛପର ।
ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ, ଭୁଶୁଡିଲା ଏୟାରଷ୍ଟ୍ରିପର କାନ୍ଥ
/kanak/media/post_attachments/wp-content/uploads/2023/06/vlcsnap-2023-06-01-17h31m36s318.jpg)