ଆସ୍କା କବିସୂର୍ଯ୍ୟନଗରରେ ଏନକାଉଂଟର : ଦୁର୍ଦ୍ଦାନ୍ତ ଅପରାଧି ଦିଲ୍ଲୀପ ନାୟକ ଆହତ

Advertisment
ଆସ୍କା କବିସୂର୍ଯ୍ୟନଗରରେ ଏନକାଉଂଟର :  ଦୁର୍ଦ୍ଦାନ୍ତ ଅପରାଧି ଦିଲ୍ଲୀପ ନାୟକ ଆହତ

କବିସୂର୍ଯ୍ୟନଗର : ଆସ୍କା କବିସୂର୍ଯ୍ୟନଗରରେ ପୁଲିସ ଏନକାଉଂଟର । ବଡଖରିଡା ଗାଁରେ ପୁଲିସ ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧି ଦିଲ୍ଲୀପ ନାୟକ ଆହତ ହୋଇଛି । ଦିଲ୍ଲୀପର ବାମ ଗୋଡରେ ଗୁଳି ବାଜିଛି, ତା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଗୋଟିଏ ମାଉଜର ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି । କବିସୂର୍ଯ୍ୟନଗର ମେଡିକାଲରେ ଦିଲ୍ଲୀପକୁ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe