ନବାଗତ ଜ୍ୟୋତିଙ୍କ ମୁଣ୍ଡରେ ଯେମିତି ହାତୀ ସୁନାକଳସ ଢାଳିଛି । କାରଣ ସେ ଏକାଥରେ ତିନୋଟି ଫିଲ୍ମରେ ନାୟକ ସାଜିଛନ୍ତି । କଲର୍ସ ଓଡିଆ ଚ୍ୟାନେଲର ରିୟଲିଟି ଶୋ “ମିଠାମିଠା ଯୋଡି”ରେ ନାୟକ ଭାବରେ ସେ ଚମ୍ପିୟନ ହୋଇଥିଲେ । ତାପରେ ପ୍ରଥମ ଓଡିଆ ମୁଭି ମିଠା ମିଠାରେ ତାଙ୍କୁ ବ୍ରେକ୍ ମିଳିଥିଲା । ଏହା ଭିତରେ ମୁଭିର ସୁଟିଂ ଶେଷ ହୋଇଛି । ଏବେ ସେ ରିଲିଜ୍ ଅପେକ୍ଷାରେ ଥିବା ଦେଲେ ଧରା କଥା ସରେ ଓ ନିଝୁମ୍ ରାତିର ସାଥୀ ରେ ମେଲ୍ ଲିଡରେ ଅଛନ୍ତି । ତେବେ ଏହି ତିନୋଟି ଫିଲ୍ମ ତାଙ୍କ ଅଭିନୟ କ୍ୟାରିୟରକୁ କେତେ ମାଇଲେଜ୍ ଦେଉଛି ତାହା ରିଲିଜ୍ ପରେ ହିଁ ଜଣା ପଡିବ ।
ଜ୍ୟୋତିଙ୍କ ମୁଣ୍ଡରେ ସୁନାକଳସ
/kanak/media/post_attachments/wp-content/uploads/2016/04/dele-dhara-katha-sare.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)