କନକ ବ୍ୟୁରୋ: ସୁନା ଦୋକାନ ସଟର ତାଡି ଲୁଟ୍ । ଚତୁରତାର ସହ ଦୋକାନ ଆଗରେ ପାଲ ଟାଣି, ଗ୍ରାଲ ତାଡି ଭିତରେ ପଶିଥିଲେ ଲୁଟେରା । ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ଭଦ୍ରକ ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡରେ ଥିବା ଗହଣା ଦୋକାନରୁ ଲୁଟ୍ ନେଇ ଥାନାରେ ଅଭିଯୋଗ ହୋଇଛି । ମଞ୍ଜୁରୀ ରୋଡ୍ ପୁଲିସ ତଦନ୍ତ କରୁଛି ।
ପାଲ ଟାଣି ସୁନା ଦୋକାନ ଲୁଟିଲେ । ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡରେ ଥିବା ସୁନା ଦୋକାନ ଲୁଟ୍ ।
/kanak/media/post_attachments/wp-content/uploads/2024/02/11-10.jpg)