କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ମୋଦୀ ସରକାରଙ୍କ ପ୍ରଥମ ପାଳିରେ ସେ ମନ୍ତ୍ରୀ ଥିବା ବେଳେ ଦ୍ୱିତୀୟ ପାଳିରେ ତାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ପାଇ ନଥିଲେ । ହେଲେ ଚଳିତ ଥର ମୋଦୀ କ୍ୟାବିନେଟରେ ତାଙ୍କୁ ସ୍ଥାନ ମିଳିଛି । ଯାହାକୁ ନେଇ ସୁନ୍ଦରଗଡବାସୀ ଖୁସି ଅଛନ୍ତି । ହେଲେ ଏଥର ଜୁଏଲଙ୍କୁ କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ଓଡିଶାର ଜୁଏଲ ଓରାମ । ଦ୍ୱିତୀୟ ପାଳିରେ ମିଳି ନଥିଲା ମନ୍ତ୍ରୀପଦ
/kanak/media/post_attachments/wp-content/uploads/2024/06/23-4.jpg)