କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍

Advertisment
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍

ବାଲେଶ୍ୱର ବିକାଶ ଉତ୍ସବରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ  । ତେବେ କେବଳ ଭିନ୍ନ ରୂପ ନୁହେଁ ଭିନ୍ନ ଭିନ୍ନ ଜନକଲ୍ୟାଣ ମୂଳକ କାମ କରିଥିବା କୁହନ୍ତି ଜୁଏଲ୍  । ଏତେ ସବୁ କାର୍ଯ୍ୟ ପରେ ବି ଯେମିତି ଧର୍ମେନ୍ଦ୍ରଙ୍କ ସାମ୍ନାରେ ଫିକା ପଡିଯାଇଛନ୍ତି ଜୁଏଲ । ଲୋକଲୋଚନକୁ କାହିଁକି ଆସି କାରୁନାହାନ୍ତି ଜୁଏଲ । ଏହି ସବୁ ପ୍ରଶ୍ନରେ କଣ ଥିଲା ଜୁଏଲଙ୍କ ଉତର ଦେଖନ୍ତୁ ୱାନ ଟୁ ୱାନର ଏହି ଏପିସୋଡରେ : -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe