ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିଥିଲେ ସେବାୟତ । ନୀଳାଦ୍ରି ବିଜେ ସମୟରେ ବିଭ୍ରାଟ ନେଇ ଖବର ପ୍ରସାରଣ ବେଳେ ବୈଦୁତିକ ଗଣମାଧ୍ୟମର କିଛି ସାମ୍ବାଦିକଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିଲେ ସେବାୟତ । ତେବେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ୱାଭାବିକ ହୋଇଥିଲା ସ୍ଥିତି । ଆଜି ଗଣମାଧ୍ୟମର ଭିଜୁଆଲ ଯାଂଚ ପରେ ସେବାୟତଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସ ପଚରାଉଚରା କରିଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କେମିତି କରିଥିଲେ ସେବାୟତ ଦେଖିବା ଏହି ଭିଡିଓରେ :
ନୀଳାଦ୍ରି ବିଜେ ସମୟରେ ଧସ୍ତାଧସ୍ତି : ସେବାୟତଙ୍କ ଗୁଣ୍ଡାଗିରିରୁ ବାଦ ପଡିଲେନି ସାମ୍ବାଦିକ
/kanak/media/post_attachments/wp-content/uploads/2016/07/vlcsnap-2016-07-18-09h06m16s145.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)