ଯାତ୍ରା ଦର୍ଶକ ପରିବାର ପକ୍ଷରୁ ଯାତ୍ରାକଳାକାରମାନଙ୍କୁ କରାଗଲା ସମ୍ମାନିତ । କଳାକାରଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ପ୍ରତାପ ଜେନା

Advertisment
ଯାତ୍ରା ଦର୍ଶକ ପରିବାର ପକ୍ଷରୁ ଯାତ୍ରାକଳାକାରମାନଙ୍କୁ କରାଗଲା ସମ୍ମାନିତ । କଳାକାରଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ପ୍ରତାପ ଜେନା

source : google

କନକ ବ୍ୟୁରୋ : ଓଡିଶା ଯାତ୍ରା ଦର୍ଶକ ପରିବାର ପକ୍ଷରୁ ଯାତ୍ରାକଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆୱାଡ ଦେଇଥିଲେ । କଳିଙ୍ଗ ଗଣନାଟ୍ୟର ଅଭିନେତ୍ରୀ ମାମା ଓ ବାଘାଜତିନ ଗଣନାଟ୍ୟର ବାପା ରୋଲରେ ଅଜିତ ଦଳାଇଙ୍କୁ ଏବର୍ଷର ବେଷ୍ଟ କଳାକାରରେ ସମ୍ମାନିତ କରାଯାଇଛି ।

ଏହି ଆୱାର୍ଡ ଅନ ଲାଇନ ମାଧ୍ୟମରେ ଦର୍ଶକ ଭୋଟିଙ୍ଗ କରି ମନୋନିତ କରିଛନ୍ତି , କୌଣସି ଜୁରିି ମେମ୍ବରଙ୍କ ଦ୍ୱାରା ମନୋନିତ କରାଯାଇ ନାହିଁ । ନୂଆ କରି ପାଦ ଦେଇଥିବା ଅଜିତ ଦଳାଇ ଦୁଇ ବର୍ଷ ହେବ ଦର୍ଶକଙ୍କ ଦ୍ୱାରା ମନୋନିତ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe