କନକ ବ୍ୟୁରୋ : ଓଡିଶା ଯାତ୍ରା ଦର୍ଶକ ପରିବାର ପକ୍ଷରୁ ଯାତ୍ରାକଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆୱାଡ ଦେଇଥିଲେ । କଳିଙ୍ଗ ଗଣନାଟ୍ୟର ଅଭିନେତ୍ରୀ ମାମା ଓ ବାଘାଜତିନ ଗଣନାଟ୍ୟର ବାପା ରୋଲରେ ଅଜିତ ଦଳାଇଙ୍କୁ ଏବର୍ଷର ବେଷ୍ଟ କଳାକାରରେ ସମ୍ମାନିତ କରାଯାଇଛି ।
ଏହି ଆୱାର୍ଡ ଅନ ଲାଇନ ମାଧ୍ୟମରେ ଦର୍ଶକ ଭୋଟିଙ୍ଗ କରି ମନୋନିତ କରିଛନ୍ତି , କୌଣସି ଜୁରିି ମେମ୍ବରଙ୍କ ଦ୍ୱାରା ମନୋନିତ କରାଯାଇ ନାହିଁ । ନୂଆ କରି ପାଦ ଦେଇଥିବା ଅଜିତ ଦଳାଇ ଦୁଇ ବର୍ଷ ହେବ ଦର୍ଶକଙ୍କ ଦ୍ୱାରା ମନୋନିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/pratap-jena-750x430.jpg)